କରୋନାରେ ଚାଲିଗଲେ ପୂର୍ବତନ ମନ୍ତ୍ରୀ ଦଲ ବାହାଦୂର କୋରୀ

View this thread on: d.buzz | hive.blog | peakd.com | ecency.com
·@hyhy429·
0.000 HBD
କରୋନାରେ ଚାଲିଗଲେ ପୂର୍ବତନ ମନ୍ତ୍ରୀ ଦଲ ବାହାଦୂର କୋରୀ
ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନେକ ଜୀବନ ନେଇ ସାରିଲାଣି ମହାମାରୀ କରୋନା । ଯାହାକୁ ଗ୍ରାସୁଛି ଜୀବନ ନନେବା ଯାଏଁ ପଛଉନି । ଏଥିରେ ଅନେକ ବଡ ବଡ ନେତା ଶିକାର ହୋଇସାରିଲେଣି । ସେହିଅନୁଯାୟୀ ଏବେ ପୁଣି ଆଉ ଜଣେ ନେତାଙ୍କ ଜୀବନ ନେଇଛି କିଲର ଭାଇରସ । କରୋନାରେ ଆଖିବୁଜିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ଦଲ ବାହାଦୂର କୋରୀ । କରୋନାରେ ସଂକ୍ରମିତ ହୋଇ ସେ ଚିକିତ୍ସିତ ହେଉଥିଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

ଳକ୍ଷେ୍ନøର ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କୋରି । ଆଜି ସକାଳୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ ବିଗିଡି ଯାଇଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।
👍